Videos

Priyanka Chopra: ଦେଶୀ ଗର୍ଲଙ୍କ ମନ କିଣିନେଲା ଦେଶୀ ପିଜୁଳି, କୋରାପୁଟକୁ ନେଇ ଏଭଳି କହିଲେ ପିସି

Priyanka Chopra: କୋରାପୁଟ ପ୍ରେମରେ ମତୁଆଲା ହେଲେ ଦେଶୀ ଗର୍ଲ। ଭିଡିଓ ଜାରି କରି ଖୁସି ଜାହିର କଲେ ପ୍ରିୟଙ୍କା ଚୋପ୍ରା। ତଳମାଳିରେ ଫିଲ୍ମ SSMB-29ର ସୁଟିଂ ସାରି ଫେରିବା ବେଳେ ସାଙ୍ଗରେ ପ୍ରିୟଙ୍କା ନେଇଛନ୍ତି କୋରାପୁଟ ସୌନ୍ଦର୍ଯ୍ୟର ଅପାସୋରା ସ୍ମୃତି । ବାଟରେ ପିଜୁଳି କିଣି ଖାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ ବି କରିଛନ୍ତି। ସେପଟେ ପାନ୍ ଇଣ୍ଡିଆ ନିର୍ଦ୍ଦେଶକ ରାଜାମୌଲି ବି କୋରାପୁଟ ସୁନ୍ଦରପଣର ଢେର ପ୍ରଶଂସା କରିଛନ୍ତି।

 

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More