Honey Singh Video: ଲାଇଭ୍ କନସର୍ଟରେ ଓଡ଼ିଆରେ ଭାଷା ସୋଦିଲେ ହନି ସିଂ, ଭିଡିଓ ଭାଇରାଲ । ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅନେକ ସମୟରେ ସେଲିବ୍ରିଟି ହୁଅନ୍ତୁ ବା ଅନ୍ୟ କେହି ଛୋଟିଆ କ୍ଲିପ୍ ମଧ୍ୟ ବେଶ୍ ଭାଇରାଲ ହୋଇଯାଏ । ତେବେ କିିଛିଦିନ ତଳେ ଭାଇରାଲ ହୋଇଥିବା ଏହି ଭିଡିଓଟି ହନି ସିଂଙ୍କର । କୁହାଯାଉଛି ଯେ, ଏକ ଲାଇଭ କନସର୍ଟରେ ସେ ଓଡ଼ିଆରେ ଗାଳି ଦେଇଥିଲେ। ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। Disclaimer: ଏକ ଖବର ସରବରାହ ସଂସ୍ଥା ଅନୁଯାୟୀ ଏହି ଭିଡିଓ କେବଳ କ୍ରପ ବା ଟ୍ରିମ୍ କରି ପୋଷ୍ଟ କରାଯାଇଛି...ଏଥିରେ ଜୀ ଓଡ଼ିଶା ନିଜସ୍ୱ କୌଣସି ମତ ରଖିନାହିଁ କି ଦାୟୀ ମଧ୍ୟ ନୁହେଁ....
More Videos
More Videos
More Videos
More Videos
More Videos