ଆଜି ପୁନର୍ବାର ଖୋଲା ଯାଇଛି ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର, ଗଜପତି ମହାରାଜ ଙ୍କ ଉପସ୍ଥିତି ରେ ଶ୍ରୀ ମନ୍ଦିର ଯାଇ ରତ୍ନ ଭଣ୍ଡାର ଖୋଲା ଯାଇଥିଲା, ରତ୍ନ ଭଣ୍ଡାର ର ସ୍ଥିତି ଅନୁଧ୍ୟାନ କରିଥିଲେ ଗଜପତି ମହାରାଜ, ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜ କହିଲେ ସମ୍ପୂର୍ଣ ଅଳଙ୍କାର ସ୍ଥାନାନ୍ତର ହେବା ପରେ ଜଣା ପଡିବ ସୁଡ଼ଙ୍ଗ ଅଛି ନା ନାହିଁ, ସନ୍ଧ୍ୟା ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ରୁ ଅଳଙ୍କାର ଅସ୍ଥାୟୀ ରତ୍ନ ଭଣ୍ଡାର କୁ ସ୍ଥାନାନ୍ତର କରାଯିବ, ପରବର୍ତୀ ସମୟରେ asi କୁ ମରାମତି ପାଇଁ ରତ୍ନ ଭଣ୍ଡାର ହସ୍ତାନ୍ତର କରାଯିବ,
More Videos
More Videos
More Videos
More Videos
More Videos