Videos

Puri Crime News: ଭାଇରାଲ ହେଲା ପୁରୀ ହତ୍ୟାକାଣ୍ଡ ସମୟର ଭିଡିଓ

Puri Crime News: ପୁରୀରେ ବିଭତ୍ସ ହତ୍ୟାକାଣ୍ଡର ଲାଇଭ୍ ଭିଜୁଆଲ ଭାଇରାଲ। ହତ୍ଯାକାଣ୍ଡର ୧୨ଘଣ୍ଟା ପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଅପରାଧି। ଗତ ୧୯ତାରିଖ ସଂନ୍ଧ୍ୟାରେ ପୁରୀ ଟାଉନଥାନା ମାର୍କଣ୍ଡେଶ୍ୱର ସାହୀ ରାଧାଗୋବିନ୍ଦ ଲେନର ଦିବ୍ଯାଙ୍ଗ ହରିହର ସାହୁଙ୍କୁ ଖଣ୍ଡା ଓ କଟୁରୀରେ ହାଣି ନୃଶଂସ ଭାବେ ହତ୍ୟା କରୁଥିବାର ରହିଛି ଟିକନିକ ଦୃଶ୍ୟ। ୨୫ସେକେଣ୍ଡର ଏହି ଲୋମଟାଙ୍କୁରା ଦୃଶ୍ୟ କୁ ଅପରାଧି ମାନେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More