ଆଜି ରାତିରେ ଶ୍ରୀ ମନ୍ଦିର ରେ ଶ୍ରୀ ଜିଉ ଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ବଡସିଂହାର ହୋଇ ଦିଅଁ ପହୁଡିବେ। ଆଉ କାଲି ସକାଳୁ ଏହି ଦିବ୍ୟ ବେଶ ଦର୍ଶନ କରିବେ ସାଧାରଣ ଭକ୍ତ। ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଯେଉଁ ବେଶ ଅନୁଷ୍ଠିତ ହୋଇଥାଏ ତାକୁ ପଦ୍ମ ବେଶ କୁହାଯାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି ।
More Videos
More Videos
More Videos
More Videos
More Videos