Videos

Viral Video: ପୋଖରୀ କୂଳରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ

Viral Video: ଓଡିଶାରେ ଚହଳ ପକାଇଥିବା ଇନଷ୍ଟା ବୋହୂ ହେଉଛନ୍ତି ମାମାଲି ମିଶ୍ର। ତାଙ୍କର ଏକ ଡାନ୍ସ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସେ ରାତାରାତି ଷ୍ଟାର୍ ହୋଇଯାଇଥିଲେ। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଏବେ ପୋଖରୀ କୂଳରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...

Video Thumbnail
Share
Advertisement
Read More