Videos

Video: ଆକ୍ରମଣ କରୁଥିଲା ଅଜଗର, ବେକକୁ ଧରିନେଲେ ବ୍ୟକ୍ତି

Video: ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି , ଏକ ବିଶାଳ ଅଜଗର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ସମୟରେ ଚତୁରତାର ସହ ଅଜଗରଟିକୁ ଧରିନେଇଛନ୍ତି ବ୍ୟକ୍ତିଜଣକ । ଦୃଶ୍ୟରୁ ଜଣାପଡୁଛି ଯେ, ବ୍ୟକ୍ତିଙ୍କର ସାପ ଧରିବାରେ ଖୁବ ଅଭିଜ୍ଞତା ରହିଛି । ତେଣୁ ସେ ଏପରି କାମ ସହଜରେ କରିପାରିଛନ୍ତି ।

Video Thumbnail
Share
Advertisement
Read More