Videos

Rahul Gandhi: ମାର୍ସଲ ଆର୍ଟ୍ସ ର ମାଷ୍ଟର ରାହୁଲ ଗାନ୍ଧୀ, କଂଗ୍ରେସ ସେୟାର କଲା ଏହି ଜବରଦସ୍ତ ଭିଡିଓ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ମାର୍ସଲ ଆର୍ଟ ସେସନ୍ ନେଉଛନ୍ତି, ଯାହା ଚଳିତ ବର୍ଷ ଆରମ୍ଭରେ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଅନୁଷ୍ଠିତ ହୋଇଥିଲା। ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଖୁବଶୀଘ୍ର ଭାରତ ଡୋଜୋ ଯାତ୍ରା ଆସୁଛି । ଡୋଜୋ ମୁଖ୍ୟତଃ ମାର୍ଶାଲ ଆର୍ଟ ପାଇଁ ଏକ ପ୍ରଶିକ୍ଷଣ ହଲ୍ ବା ବିଦ୍ୟାଳୟକୁ ବୁଝାଏ । "ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ, ଯେତେବେଳେ ଆମେ ହଜାର ହଜାର କିଲୋମିଟର ଯାତ୍ରା କରୁଥିଲୁ, ଆମର କ୍ୟାମ୍ପସ ସାଇଟରେ ପ୍ରତିଦିନ ସନ୍ଧ୍ୟାରେ ଜିଉ-ଜିତସୁ ଅଭ୍ୟାସ କରିବାର ନିତିଦିନିଆ ନିୟମ ଥିଲା ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More