Raja Raghuvanshi Video: ମିରଟର ମୁସ୍କାନ ନାମକ ମହିଳାଙ୍କ ନୀଳ ଡ୍ରମ୍ ଘଟଣାକୁ ଏପର୍ଯ୍ୟନ୍ତ ଲୋକେ ଭୁଲି ନଥିବା ବେଳେ ଏବେ ଇନ୍ଦୋରର ସୋନମଙ୍କ ହନିମୁନରେ ସ୍ୱାମୀଙ୍କ ହତ୍ୟା ଅଭିଯୋଗ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ସୋନମ୍ ମେ ୧୧ ତାରିଖରେ ବିବାହ କରିଥିଲେ। ମାତ୍ର ୧୦ ଦିନ ପରେ ହତ୍ୟା ତାଙ୍କୁ ହତ୍ୟା କରାଯିବା ନେଇ ଷଡ଼ଯନ୍ତ୍ର ହୋଇଥିଲା। ମେ ୨୦ ତାରିଖରେ ଦୁହେଁ ହନିମୁନ ପାଇଁ ଗୌହାଟିରେ ପହଞ୍ଚିଥିଲେ। ସେଠାରୁ ସେମାନେ ମେ ୨୨ ତାରିଖରେ ଶିଲଂ ଯାଇଥିଲେ। ମେ ୨୩ ତାରିଖରେ ସୋହରା ଅଞ୍ଚଳରେ ରାଜାଙ୍କୁ ହତ୍ୟା କରାଯାଇଥିଲା। ସୋନମଙ୍କ ଏହି କାଣ୍ଡ ଲୋକଙ୍କ ପାଦ ତଳୁ ମାଟି ଖସାଇ ଦେଇଛି। ତେବେ ରାଜାଙ୍କ ମୃତ୍ୟୁ ପରେ ତାଙ୍କ ବାହାଘରର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଦେଖନ୍ତୁ ଏହି ଭିଡ

More Videos
More Videos
More Videos
More Videos
More Videos