Rajasthan Kidnapper viral video: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଅପହରଣ ହୋଇଥିବା ଏକ ଶିଶୁକୁ ପୋଲିସ ଉଦ୍ଧାର କରିଛି। ତେବେ ନିରୀହ ଅପହରଣକାରୀଙ୍କଠାରୁ ଦୂରେଇ ଯିବାକୁ ସେ ପ୍ରସ୍ତୁତ ନଥିଲା। ଅପହରଣକାରୀ ଓ ନିରୀହ ଶିଶୁ ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ। କେବଳ ଏତିକି ନୁହେଁ, ପିଲାଠାରୁ ଦୂରେଇ ଯିବା ପରେ ଅଭିଯୁକ୍ତ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା। ଅପହରଣକାରୀ ୧୪ ମାସ ପୂର୍ବରୁ ଶିଶୁଟିକୁ ଅପହରଣ କରି ନେଇଥିଲେ। ଶିଶୁକୁ ଅପହରଣ କରିଥିବା ଅଭିଯୁକ୍ତଙ୍କ ନାମ ତନୁଜ ଚହର। ସେ ୟୁପି ପୋଲିସର ନିଲମ୍ବିତ ହେଡ କନଷ୍ଟେବଳ। ଜୟପୁର ପୋଲିସ ତାଙ୍କୁ ଆଲିଗଡରୁ ଗିରଫ କରିଛି। ଦେଖନ୍ତୁ ଏହି ଭିଡିଓ-
Jaipur Kidnapper viral video:ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଅପହରଣ ହୋଇଥିବା ଏକ ଶିଶୁକୁ ପୋଲିସ ଉଦ୍ଧାର କରିଛି। ତେବେ ନିରୀହ ଅପହରଣକାରୀଙ୍କଠାରୁ ଦୂରେଇ ଯିବାକୁ ସେ ପ୍ରସ୍ତୁତ ନଥିଲା। ଅପହରଣକାରୀ ଓ ନିରୀହ ଶିଶୁ ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ। କେବଳ ଏତିକି ନୁହେଁ, ପିଲାଠାରୁ ଦୂରେଇ ଯିବା ପରେ ଅଭିଯୁକ୍ତ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା।
More Videos
More Videos
More Videos
More Videos
More Videos