Videos

Ratha Yatra Niti: ୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ

୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ। ସେବକ ସମୟରେ ସାଢେ ଦୁଇଟାରେ ପହଣ୍ଡି ଆରମ୍ଭ ହୋଇଥିଲା କିନ୍ତୁ ଏଥର ସାଢେ ଦୁଇଟା ସମୟରେ ପହଣ୍ଡି ଶେଷ ହେବ ରଥଟଣା ହେବ ୫ଟାରେ କିନ୍ତୁ ବିଡମ୍ବନା ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ରେ ଭକ୍ତଙ୍କ ପ୍ରବେଶ ନାହିଁ, ପହଣ୍ଡି ଟିକେଟ ନାହିଁ। ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେପଟେ ଶୃଙ୍ଖଳିତ ଦର୍ଶନ ଓ କ୍ରାଉଡ କଣ୍ଟ୍ରୋଲ ପାଇଁ ଦୁଇଦିନିଆ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ସୁନିୟନ୍ତ୍ର ଓ ବଡଦାଣ୍ଡ କୁ ଭେଇକିଲ ପ୍ରବେଶ ନାହିଁ ବୋଲି କହିଛନ୍ତି ପୁରୀ (ଭିଓ୧) ୧୯୦୯ ମସିହା ନୁହଁ ୧୯୭୧ ମସିହା ଅନୁସାରେ ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ କରାଯାଇଛି। ଜୁଲାଇ ୭ତାରିଖ ଅପରାହ୍ନ ୫ଟାରେ ରଥ ଟଣାଯିବ ।

Video Thumbnail
Share
Advertisement
Read More