Ratha Yatra: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା। ଭଉଁରୀ ଠାରୁ ରଥନିର୍ମାଣ ଅଧିକ କ୍ରିୟାଶୀଳ ହୋଇଛି। ପ୍ରଥମେ ପ୍ରତି ରଥର ଦୁଇଟି ଚକ ଅଖ ସହିତ ସଂଯୋଗ ହୋଇ ଚକଡେରା ନିତି ସମ୍ପର୍ଣ୍ଣ ହୋଇଥିଲା। ଆଜିସୁଦ୍ଧା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୫ଟି ଚକର ନିର୍ମାଣ ଶେଷ ହୋଇଛି। ଏଥିସହ ତିନି ରଥର ୧୨ଟି ଲେଖାଏଁ ଭୂଇଁ ଚଉଡା କାଠରୁ ୮ଟି ଲେଖାଏଁ ଭୂଇଁ ଚଉତାର ଚଉପଟ କାର୍ଯ୍ୟ ଶେଷ ହୋଇଛି।
More Videos
More Videos
More Videos
More Videos
More Videos