Rishabh Pant playing Golli Video: ଋଷଭ ପନ୍ତ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଋକଭରି କରୁଛନ୍ତି। ଆଜି ସେ ରାସ୍ତାରେ ପଡ଼ୋଶୀ ପିଲାମାନଙ୍କ ସହ 'ଗୋଲି' ଖେଳୁଥିବାରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ପନ୍ତ ଲେଖିଛନ୍ତି ଯେ ସେ ଅନେକ ବର୍ଷ ପରେ ସେ ଏହି ଖେଳ ଖେଳୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣ ଦେଖନ୍ତୁ ଏହି ଭିଡିଓ-
More Videos
More Videos
More Videos
More Videos
More Videos