Videos

Riya Dey Dance Video: 'ମନ ମାନେନା' ଗୀତର ଠୁମକା ଲଗାଇଲେ ରିୟା, ଦେଖନ୍ତୁ ଭିଡିଓ

Riya Dey Dance Video: ଓଲିଉଡ ଅଭିନେତ୍ରୀ ରିୟା ଦେ। ଏକାଧିକ ଫିଲ୍ମରେ ଅଭିନୟ କରି ଦର୍ଶନକଙ୍କ ମନ କିଣିଛନ୍ତି ଅଭିନେତ୍ରୀ। ତେବେ, ରିୟାଙ୍କ ଦମଦାର୍ ଡାନ୍ସ ଏବେ ସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଭିଡି଼ଓରେ ଦେଖିବାକୁ ମିଳିଛି ଯେ, ମନ ମାନେନା ଗୀତରେ ରିୟା ଡାନ୍ସ କରିଛନ୍ତି । ଦେଖନ୍ତୁ ଏହି ସୁନ୍ଦର ଭିଡିଓ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More