Videos

Accident Video: ପାଣିକୋଇଲି ଚାନ୍ଦପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ଅକାଳରେ ଚାଲିଗଲା ୨ ଜୀବନ, ଦେଖନ୍ତୁ ଏହି ଭିଡିଓ...

Accident Video: ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର କୁ ଧକ୍କା ଦେଲା ଟ୍ରକ,ଦୁଇ ମୃତ। ମୃତକ ଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଥିବା ସୂଚନା,ମୃତ ପୋଲିସ ଅଧିକାରୀ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଂଚଳ ର ବଳରାମ ନାୟକ।ଅନ୍ୟ ଜଣେ ମୃତକ ଙ୍କ ପରିଚୟ ଅସ୍ପଷ୍ଟ। ଘଟଣାସ୍ଥଳ ରୁ ଟ୍ରକ ଡ୍ରାଇଭର ଫେରାର।

Video Thumbnail
Share
Advertisement
Read More