Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ମଣିଷକୁ ରୋବଟ ଖୁଆଇ ଦେଉଛି । ଚାମଚରେ ପ୍ଲେଟରୁ ଖାଦ୍ୟ ନେଇ ମଣିଷ ପାଟିରେ ଦେଉଛି ରୋବଟ୍ । ଏହି ଭିଡିଓଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
More Videos
More Videos
More Videos
More Videos
More Videos