ଓଡିଶାର ରାଉରକେଲାରୁ ଅଲ୍ଟ୍ରା ରନର୍ ଆଥଲେଟ୍ ସୁମିତ କୁମାର ସିଂ ଇତିହାସ ସୃଷ୍ଟି କରିଛନ୍ତି। ଏକ ମାନୁଆଲ୍ ଟ୍ରେଡମିଲରେ ୧୨ ଘଣ୍ଟାରେ ୬୮.୦୪ କିଲୋମିଟର ଧରି ଲଗାତାର ଦୌଡ଼ିଛନ୍ତି। ଯେଉଁଥିପାଇଁ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଇସ୍ପାତ ସହର ରାଉରକେଲାରେ ଜନ୍ମଗ୍ରହଣ କରି ୩୪ ବର୍ଷ ବୟସ୍କା ସୁମିତ ପ୍ରଥମେ ରେସ୍ ଚାଲିବାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।
More Videos
More Videos
More Videos
More Videos
More Videos