Videos

Dance Video: ରୂପା-ପିଣ୍ଟୁଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍, ଦେଢ଼ ଲକ୍ଷରୁ ଅଧିକ କରି ସାରିଲଣି ଲାଇକ୍

Rupa Pintu Dance Video: ଓଡ଼ିଶାର ଚର୍ଚ୍ଚିତ ୟୁଟ୍ୟୁବର ପିଣ୍ଟୁ ଓ ରୁପାଙ୍କ ଯୋଡ଼ିକୁ କିଏ ବା ନ ଜାଣେ। ଏହି ଯୋଡି ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ। ବର୍ତ୍ତମାନ ଏହି ଦୁହିଁଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୩ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓକୁ ମଧ୍ୟ ଦେଢ଼ ଲକ୍ଷରୁ ଅଧିକ ଲାଇକ୍ କରିଛନ୍ତି।

Video Thumbnail
Share
Advertisement
Read More