Videos

VIDEO: ସଚିନ୍ ତେନ୍ଦୁଲକର ସେୟାର କଲେ ଜଣେ କୁନି ଝିଅର ବୋଲିଂ ଭିଡିଓ, ଆପଣ ଦେଖି ବି କରିବେ ତାରିଫ୍

Sushila Meena Bowling Video: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସୁଶୀଳା ନାମକ ଜଣେ ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେ ବୋଲିଂ କରୁଥିବାର ଦେଖିବାକୁ ମିଳିଛି। ସଚିନ ତାଙ୍କ ବୋଲିଂ ଆକ୍ସନକୁ ଜାହିରଙ୍କ ବୋଲିଂ ଆକ୍ସନ ସହ ତୁଳନା କରିଛନ୍ତି। ଆପଣ ଦେଖନ୍ତୁ ଏହି ଭିଡିଓ।

Video Thumbnail
Share
Advertisement
Read More