Sadhguru Jaggi Vasudev Health Updates: ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବଙ୍କ ଜରୁରୀକାଳୀନ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇଶା ଫାଉଣ୍ଡେସନ ଏକ ବୟାନରେ କହିଛି ଯେ ସଦଗୁରୁଙ୍କ ମୁଣ୍ଡରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଅଭିଯୋଗ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫାଉଣ୍ଡେସନ ସଦଗୁରୁଙ୍କ ଏକ ଭିଡିଓ ଜାରି କରିଛି ଯେ ସେ ସୁସ୍ଥ ଅଛନ୍ତି ଓ ଶୀଘ୍ର ହସ୍ପିଟାଲରୁ ମୁକ୍ତ ହେବେ। ଦେଖନ୍ତୁ ଭିଡିଓ-
Sadhguru Jaggi Vasudev Health Updates: ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବଙ୍କ ଜରୁରୀକାଳୀନ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
More Videos
More Videos
More Videos
More Videos
More Videos