Videos

Viral Video: ସହଦେବ ନାୟକଙ୍କୁ ହତ୍ୟା ପରେ ଏବେ ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ...

Murder Case: ବୁଧବାର ସକାଳେ ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଘରକୁ ଫେରୁଥିବା ବେଳେ ସହଦେବ ନାୟକଙ୍କୁ ରସୁଲଗଡ ଫ୍ଲାଏ ଓଭରରେ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ଘଟଣା ଏବେ ସମସ୍ତଙ୍କ ମନରେ ଏକ ଆତଙ୍କ ସୃଷ୍ଟି କରିଛି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ ଏହି ଭିଡିଓ...

Video Thumbnail
Share
Advertisement
Read More