ଆସନ୍ତା କାଲି ପବିତ୍ର ରାମନବମୀ। ଏହି ତିଥିରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ । ବୀରବାଦ୍ୟର ତାଳେ ତାଳେ ଚାରିଆଡେ ଚାଲିଛି ରାବଣ, ପର୍ଶୁରାମ ସମେତ ଅନ୍ୟାନ୍ୟ ନୃତ୍ୟ ଓ ସମରକଳା ଅଭ୍ୟାସ |ତେବେ ଆସନ୍ତୁ ଶୁଣିବା ରାବଣ ଓ ସପ୍ତଶିରାଙ୍କ ବଚନିକାର ସାମାନ୍ୟ ଝଲକ |
More Videos
More Videos
More Videos
More Videos
More Videos