Sahoo Bhauja Video: ଗତ କିଛିଦିନ ହେଲା ପୁଣି ଥରେ ଅଶ୍ଳିଳତାର ସୀମା ପାର୍ କରିଥିବା ସାହୁ ଭାଉଜ ଏବେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। କେବଳ ଯେ, ଯାତ୍ରା ଷ୍ଟେଜ ନୁହେଁ ବରଂ ଦୁର୍ଗାପୂଜା ଭଷାଣୀରେ ବି ନିଜର ଜଲୱା ଦେଖାଇଛନ୍ତି ସାହୁ ଭାଉଜ। ତେବେ କିଛି ଘଣ୍ଟା ପୂର୍ବରୁ ପୁଣିଥରେ ଭାଇରାଲ ହୋଇଛନ୍ତି ସାହୁ ଭାଉଜ । ହିନ୍ଦୀ ଗୀତ ଲୈଲା ଓ ଲୈଲା ରେ ଜବରଦସ୍ତ ଜଲୱା ଦେଖାଇଛନ୍ତି ସାହୁ ଭାଉଜ ଓରଫ ଆଞ୍ଜେଲ ଶ୍ରୀ। ତେବେ ଏହା କେଉଁ ଯାତ୍ରା ମଣ୍ଡପ ଯାତ୍ରା ପେଣ୍ଡାଲ ତାହା ଜଣାପଡିନାହିଁ।
More Videos
More Videos
More Videos
More Videos
More Videos