Videos

Video: 'ସାହୁ ଭାଉଜ'ଙ୍କ ଆଉ ଏକ ହରକତ, ନିଜେ ଓଦା ହେଲେ ଦର୍ଶକଙ୍କୁ ଭିଜେଇଲେ

Video: 'ସାହୁ ଭାଉଜ' ନାମରେ ପରିଚିତ ହୋଇଥିବା ଆଇଟମ ଡ୍ୟାନ୍ସର ଭାଗ୍ୟଶ୍ରୀଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି । ସେ ପୁଣିଥରେ ଯାତ୍ରା ମଞ୍ଚରେ ହଇଚଇ ସୃଷ୍ଟି କରିଛନ୍ତି । ଏକ ଗୀତରେ ନୃତ୍ୟ ପରିବେଷଣ କରୁଥିବା ସମୟରେ ପାଣି ବୋତଲ ଖୋଲି ନିଜେ ଢାଳିହେବା ସହ ମଞ୍ଚତଳେ ବସିଥିବା ଦର୍ଶକଙ୍କ ଉପରେ ଢାଳିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Video Thumbnail
Share
Advertisement
Read More