Videos

Viral: ଯାତ୍ରା ମଞ୍ଚରେ ଏମିତି କିଛି କଲେ 'ସାହୁ ଭାଉଜ'... ଛିଡା ହେଇଗଲେ ଦର୍ଶକ

Viral Video: ସାହୁ ଭାଉଜ ଆଞ୍ଜେଲ୍ ଶ୍ରୀ ବର୍ତ୍ତମାନ କିଛି ମାସ ହେବ ଚର୍ଚ୍ଚାରେ ଥିବା ସମୟରେ ତାଙ୍କର ଆଉ ଏକ ଭିଡିଓ ଖୁବ ଭାଇରାଲ୍ ହେବା ଆରମ୍ଭ କଲାଣି । ଏହି ଭିଡିଓରେ ଦେଖିବାକୁ ମିଳିଛି , ଯାତ୍ରା ମଞ୍ଚରେ ଭାଗ୍ୟଶ୍ରୀ ନୃତ୍ୟ ପରିବେଷଣ କରୁଥିବା ସମୟରେ ମଞ୍ଚତଳେ ଦର୍ଶକ ଚେୟାରରୁ ଓହ୍ଲାଇ ଛିଡା ହୋଇଛନ୍ତି । ଅନେକ ଦର୍ଶକ ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡ କରୁଛନ୍ତି ।

Video Thumbnail
Share
Advertisement
Read More