Videos

Video: ଯାତ୍ରା ମଞ୍ଚତଳେ ଖଚାଖଚ ଭିଡ, ନାଲି ଶାଢୀରେ କମାଲ କଲେ 'ସାହୁ ଭାଉଜ'

Video: ସାହୁ ଭାଉଜ ଭାଗ୍ୟଶ୍ରୀଙ୍କୁ ନେଇ ବିବାଦ ଯେତେ ବଢୁଛି ଯାତ୍ରା ମଞ୍ଚ ତଳେ ଦର୍ଶକଙ୍କ ଭିଡ ସେତେ ବଢୁଛି । ପୁଣିଥରେ ଏକ ଯାତ୍ରା ମଞ୍ଚରେ ମେଲୋଡା କାର୍ଯ୍ୟକ୍ରମର ଭିଡିଓ ଭାଇରାଲ୍ ହୋଇଛି । ନାଲି ଶାଢୀ ପିନ୍ଧି ଭାଗ୍ୟଶ୍ରୀ ଦର୍ଶକଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More