Video: 'ସାହୁ ଭାଉଜ' ଆଞ୍ଜେଲ୍ ଭାଗ୍ୟଶ୍ରୀଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟତଃ ଭାଗ୍ୟଶ୍ରୀଙ୍କ ଭିଡିଓ ଯାତ୍ରା ମଞ୍ଚରୁ ଭାଇରାଲ ହୋଇଥାଏ । ନିଜ ନୃତ୍ୟକୁ ନେଇ ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଥିବା ଭାଗ୍ୟଶ୍ରୀ ବର୍ତ୍ତମାନ ନିରୋଳାରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି ବୋଲି ତାଙ୍କ ପ୍ରଶଂସକ ଚର୍ଚ୍ଚା କରୁଛନ୍ତି ।
More Videos
More Videos
More Videos
More Videos
More Videos