Sahoo Bhauja New Video: ରାତି ପାହୁ ପାହୁ କାହିଁକି କେନ୍ଦ୍ରାପଡାରେ ପହଞ୍ଚିଲେ ସାହୁ ଭାଉଜ । ୟାକୁ ନେଇ ଏବେ ଅନେକ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ। ତେବେ କୌଣସି ଯାତ୍ରା କି ଆଇଟମ ଡ୍ୟାନ୍ସ ନୁହେଁ ବରଂ ବାତ୍ୟା ପ୍ରପୀଡିତଙ୍କ ସାହାଯ୍ୟ କରିବାକୁ ଯାଉଛନ୍ତି ସାହୁ ଭାଉଜ । ଏନେଇ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ନିଜ ପ୍ରାପ୍ୟ ଅନୁସାରେ ସେ ଯେତିକି ପାରିବେ ସାହାଯ୍ୟ କରିବେ ବୋଲି କହିଛନ୍ତି ସାହୁ ଭାଉଜ ବା ଆଞ୍ଜେଲ ଶ୍ରୀ। ତେବେ ରାଜକନିକାର କେଉଁ କେଉଁ ପରିବାରକୁ ସାହାଯ୍ୟ କରିବେ ସେ ନେଇ ସ୍ପଷ୍ଟ ଭାବେ କହିନାହାଁନ୍ତି ସାହୁ ଭାଉଜ।
More Videos
More Videos
More Videos
More Videos
More Videos