Sambalpur mock Drill: ପ୍ରାକ ଯୁଦ୍ଧ ସ୍ଥିତି କୁ ନେଇ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ମକ ଡ୍ରିଲ | ସମ୍ବଲପୁର ଜିଲ୍ଲା ପ୍ରଶାସନ ସହ ପୋଲିସ ଅଗ୍ନିଶମ ବିଭାଗ ବାଟାଲିନ ଏନ ସି ସି ସ୍ୱାସ୍ଥ୍ୟ ବିଭାଗ ସହ ଅନେକ ବିଭାଗ ଯୋଗ ଦେଇ ସାଧାରଣ ଜନତା ଙ୍କୁ ସଚେତନ କରିଥିଲେ | ଚାରି ଟା ସମୟରେ ସାଇରନ ବାଜିବା ସହ ଲୋକଙ୍କୁ ସଚେତନ କରାଯାଇ ଗୋଟିଏ ମଲ ଭିତରକୁ ନିଆଯାଇଥିଲା ଏବଂ ତା ପରେ ଦ୍ୱିତୀୟ ସାଇରନ ବାଜିବା ପରେ ଲୋକଙ୍କୁ ବାହାର କୁ ବାହାରିବା ପାଇଁ କୁହାଯାଇଥିଲା |
More Videos
More Videos
More Videos
More Videos
More Videos