ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ରଥଯାତ୍ରା ଉପଲକ୍ଷେ ପୁରୀ ର ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରି ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କୁ ରଥଯାତ୍ରା ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି | ଏହି ବାଲୁକା କଳାରେ ପ୍ରଭୁ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଜଗନ୍ନାଥ ମନ୍ଦିର ର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି | ଏହି ବାଲୁକା କଳା ଟି 20ଫୁଟ ଓସାର ଏବଂ 6ଫୁଟ ଲମ୍ବା ଅଟେ | ଏହା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 8 ଘଣ୍ଟା ସମୟ ଲାଗିଥିଲା |
More Videos
More Videos
More Videos
More Videos
More Videos