ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ଶ୍ରୀକ୍ଷେତ୍ରର ଲୋକନାଥଙ୍କ ପିଠିରେ ଲାଗିଲାଣି ଶହଶହ କାଉଡିଆ ଭକ୍ତଙ୍କ ଗହଳି ଚହଳି। କିଏ କଟକ ଗଡଗଡିଆ ଘାଟରୁ ତ ଆଉ କିଏ ଭାର୍ଗବୀ ନଦୀରୁ ପାଣି ଉଠାଇ ମହାପ୍ରଭୁ ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି। ଶ୍ରାବଣମାସର ପ୍ରଥମ ସୋମବାରରେ ଲୋକନାଥଙ୍କ ନିକଟରେ ଜଳଲାଗି କରି ଆତ୍ମବିଭୋର ହୋଇପଡିଛନ୍ତି ଭକ୍ତ। କାଉଡିଆ ଭକ୍ତଙ୍କ ଆଗମନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ତେବେ ଶ୍ରାବଣମାସର ପ୍ରଥମ ସୋମବାରରେ ମହିଳା କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି।
More Videos
More Videos
More Videos
More Videos
More Videos