Viral Video: ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ପାଲଟିଛି 'ମୁଁ ତତେ ବୁଲେଇନେବି ଖପରାଖୋଲ' ଗୀତ । ଇନଷ୍ଟା ହେଉ କି ଫେସବୁକ୍ ସ୍କ୍ରଲ୍ କଲେ ଶହ ଶହ ରିଲ୍ସ ଏହି ଗୀତରେ ସାମ୍ନାକୁ ଆସୁଛି । ତେବେ ଏସବୁ ମଧ୍ୟରେ କିଛି ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ସ୍କୁଲ୍ ଛାତ୍ରୀ ବିଦ୍ୟା ନିଜ ଗାଁ ରାସ୍ତାରେ ଏହି ରିଲ୍ସଟି ସୁଟ୍ କରିଥିଲେ ।
More Videos
More Videos
More Videos
More Videos
More Videos