Video: ମହାଶିବରାତ୍ରୀକୁ ବଡ଼ ଧୁମଧାମରେ ପାଳନ କରାଯିବା ନେଇ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ଭିଡିଓ ସାମ୍ନାକୁ ଆସୁଛି । ସ୍କୁଲ ଛାତ୍ରୀ ବିଦ୍ୟା ମଧ୍ୟ ଏହି ଉତ୍ସବରେ ନିଜକୁ ସାମିଲ କରିଛନ୍ତି । ମହାଶିବରାତ୍ରୀ ପୂର୍ବରୁ ଏକ ଶିବ ଭଜନରେ ଖୁବ ସୁନ୍ଦର ରିଲ୍ସ କରିଛନ୍ତି ବିଦ୍ୟା ଯାହା ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ କମେଣ୍ଟ ବକ୍ସରେ ଅନେକ ସକରାତ୍ମକ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos