Video: ସ୍କୁଲ୍ ଛାତ୍ରୀ ବିଦ୍ୟାଙ୍କ ପ୍ରତିଟି ରିଲସ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ବିଦ୍ୟା ଏହି ରିଲସ୍ ସେୟାର କରିଛନ୍ତି ଯେଉଁଥିରେ ସେ ସିନେମା 'ବାବୁ ଆଇ ଲଭ୍ ୟୁ' ଗୀତରେ ଚମତ୍କାର ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି । ବିଦ୍ୟାଙ୍କ ଏହି ରିଲସ୍ କମେଣ୍ଟ ବକ୍ସରେ ତାଙ୍କ ପ୍ରଶଂସକମାନେ ଅନେକ ସକରାତ୍ମକ କଥା ଲେଖିଥିବା ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos