Videos

Video: ହୋଲି ପୂର୍ବରୁ ଭାଇରାଲ ହେଲା ସ୍କୁଲ୍ ଛାତ୍ରୀଙ୍କ ରଙ୍ଗଖେଳ ଭିଡିଓ

Holi Video: ସ୍କୁଲ୍ ଛାତ୍ରୀ ବିଦ୍ୟାଙ୍କ ଆଉ ଏକ ରିଲ୍ସ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟକ ପର୍ବ ପର୍ବାଣୀ ପୂର୍ବରୁ ବିଦ୍ୟା ନିଜ ସୋସିଆଲ ମିଡିଆ ପେଜ୍ ରେ ରିଲ୍ସ ସେୟାର କରିଥାନ୍ତି । ଆଗକୁ ରଙ୍ଗର ପର୍ବ ହୋଲି ଆସୁଥିବା ସମୟରେ ବିଦ୍ୟା ନିଜେ ହୋଲି ଖେଳି ଏହି ଭିଡିଓ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ସେୟାର କରିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More