Viral Video: ସ୍କୁଲ ଛାତ୍ରୀ ବିଦ୍ୟା ସବୁବେଳେ କିଛି ନା କିଛି ନିଆରା କରିଥାନ୍ତି । ବର୍ତ୍ତମାନ ଶ୍ରାବଣ ମାସ ହୋଇଥିବାରୁ ବିଦ୍ୟା ବୋଲ ବମ୍ ଭକ୍ତ ସାଜି କିଛି ରିଲ୍ ସୁଟ୍ କରିଛନ୍ତି ଯାହା ଖୁବ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ ଯେଉଁଥିରେ ବିଦ୍ୟାଙ୍କ ପ୍ରଶଂସକମାନେ ସକରାତ୍ମକ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos