Sura Rout Ray Reaction: ଉତ୍ତରାଖଣ୍ଡର ଉତ୍ତରକାଶୀରେ ହୋଇଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଯେଉଁଠି ଆଖି ପିଛୁଳାକେ ଗୋଟିଏ ପୂରା ଗାଁ ବନ୍ୟା ପାଣିରେ ଭାସିଗଲା । ତେବେ ଏଥିରେ ଅନେକ ଘରଦ୍ୱାର ଭାସିଯାଇଛି ଅନେକ ଲୋକ ନିଖୋଜ ରହିବା ସହ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।
More Videos
More Videos
More Videos
More Videos
More Videos