Videos

Road Accident: ଅଧା ରହିଗଲା ଜଗା ଦର୍ଶନ...ପିପିଲି ନିକଟରେ ୩ ଯୁବତୀଙ୍କ ଉପରେ ଚଢିଗଲା ବସ୍

ପୁଣି ଜୀବନ ନେଲା ବସ୍...। ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ପିପିଲି ନିକଟରେ ୩ ଯୁବତୀଙ୍କ ଉପରେ ଚଢିଗଲା ବସ୍ । ପ୍ରଥମେ ଏକ ସ୍କୁଟି ସାଇଡ୍ ମାରିବାରୁ ତଳେ ପଡ଼ିଯାଇଥିଲେ ୩ ଯୁବତୀ । ତଳେ ପଡ଼ିଯାଇଥିବା ଯୁବତୀଙ୍କ ଉପରେ ଚଢିଗଲା ବସ୍ । ସୂଚନାନୁସାରେ ଭୁବନେଶ୍ୱରରୁ ପୁରୀ ଜଗା ଦର୍ଶନ ପାଇଁ ଯାଉଥିଲେ ତିନି ଯୁବତୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରଥମେ ଆମ ବସ୍ ଧକ୍କା ଦେଇଥିବା କଥା ସୂଚନା ମିଳିଥିଲା ମାତ୍ର ଏବେ ଏକ ବେସରକାରୀ ବସ୍ ଧକ୍କା ଦେଇଥିବା ଜଣାପଡିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More