Videos

ସୋଏବ ଅଖତରଙ୍କୁ ଚା' ପିଆଇଲେ ଡଲି ଚା'ବାଲା, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହି VIDEO

Shoaib Akhtar Meets Dolly Chaiwala: ପାକିସ୍ତାନର ମହାନ ଦ୍ରୁତ ବୋଲର ସୋଏବ ଅଖତର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି। ସେ ବିଭିନ୍ନ ପ୍ଲାଟଫର୍ମରେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଚାଲିଥାନ୍ତି। ବର୍ତ୍ତମାନ ସେ ୨୦୨୫ ମସିହାର ଇଣ୍ଟରନେସନାଲ ଲିଗ୍ ଟି-୨୦ ସମୟରେ ଭାରତର ପ୍ରସିଦ୍ଧ ସୋସିଆଲ ମିଡିଆ ଷ୍ଟାର ଡଲି ଚାଇ ୱାଲାଙ୍କୁ ଭେଟିଥିଲେ। ସେ ଏହି ଭେଟଘାଟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଡଲି ମଧ୍ୟ ନିଜର ପ୍ରସିଦ୍ଧ ଚା ଅଖତାର ଏବଂ ପୂର୍ବତନ ଭାରତୀୟ କ୍ରିକେଟର ସାବା କରିମଙ୍କୁ ମଧ୍ୟ ପିଆଇଥିଲେ।

Video Thumbnail
Share
Advertisement
Read More