Videos

Naveen Patnaik: ନବୀନ ପଟ୍ଟନାୟକଙ୍କ ପାଖକୁ ଆସିକି ଏମିତି କାମ କଲା କୁନି ଶିଶୁ, ଭିଡିଓ ହେଲା ଭାଇରାଲ

Naveen Patnaik: ଜନତାଙ୍କର ପ୍ରିୟନେତା ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ବିରୋଧୀ ଦଳ ନେତା ତଥା ବିଜେଡି ଦଳର ସଭାପତି। ତେବେ ତାଙ୍କର ସମର୍ଥକ ଓ ପ୍ରଂଶସକ ରାଜ୍ୟରେ କମ ନାହାଁନ୍ତି। ଏବେ ଏକ ଟ୍ରେଣ୍ଡ ଚାଲିଛି। ପ୍ରତିଟି ଭଷାଣୀରେ ହେ ନବୀନ ବାବୁ ଆମେ ତମ ଫ୍ୟାନ୍ ବୋଲି ଗୀତ ବାଜୁଛି। ଏହାଛଡ଼ା କିଛିଦିନ ତଳେ ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ଯାଇଛି। ତେବେ ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ର ଜଣେ କୁନି ଶିଶୁକୁ ସାଙ୍ଗରେ ଆଣି ନବୀବ ପଟ୍ଟନାୟକଙ୍କ ସାମ୍ନାରେ ଛିଡ଼ା କରାଇଥିଲେ। ପରେ ସେହି ପିଲାଟି ଗୀତ ଗାଇଥିଲା ହେ ନବୀନ ବାବୁ ଆମେ ତମ ଫ୍ୟାନ୍।

Video Thumbnail
Share
Advertisement
Read More