Videos

Swargadwar video viral: ଘାରିଛି ରିଲ୍ସ ନିଶା! ପୁରୀ ସ୍ୱର୍ଗଦ୍ୱାରରୁ ଭାଇରାଲ ହେଲା ଯୁବତୀଙ୍କ ଏପରି ଭିଡିଓ...

Viral Video: ସୀମା ପ୍ରଧାନ ନାମକ ଝିଅର ଭିଡ଼ିଓ ଏବେ ଅଧିକା ମାତ୍ରାରେ viral ହବାକୁ ଲାଗିଛି। ଯେଉଁଠି ସ୍ୱର୍ଗଦ୍ୱାର ଅଥବା ମଶାଣିରେ ମୃତ ଶରୀରକୁ ଦାହ ସଂସ୍କାର କରାଯାଇଥାଏ ସେଠି ଏକି ଦୃଶ୍ୟ ମଶାଣି ବି ପାଲଟିଗଲା instagramର ଆଡା ସ୍ଥଳୀ, ହଜାର ହଜାର ଲୋକେ ଯେତେବେଳେ ନିଜ ପରିବାର ବର୍ଗକୁ ହରାଇ ନିଜେ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି ସେଠି ଏ ଭଳି ମଜା ଏବଂ ଏ ଦୃଶ୍ୟ ଓଡ଼ିଆର ସଂସ୍କୃତି ଆଉ ପରମ୍ପରାକୁ କୁଠାର ଘାତ ସୃଷ୍ଟି କରିବାର ଦୃଶ୍ୟ ଦେଖିବାକୁ ମିଳୁଛି। 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More