Videos

Aseema Panda Video: କାହାକୁ ଭଲ ପାଆନ୍ତି ଗାୟିକା ଅସୀମା ପଣ୍ଡା, ଭିଡିଓ ସେୟାର କରିଲେ ନିଜେ

Aseema Panda Video: ଏବେ ଓଡ଼ିଆ ଆଲବମ ହେଉ ବା ଓଡ଼ିଆ ସିନେମା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା। ନିଜର ସୁମଧୁର କଣ୍ଠରେ ନିଜର ଫ୍ୟାନ୍ସ ମାନଙ୍କୁ ବାନ୍ଧି ରଖିଥାନ୍ତି ଅସୀମା। ତେବେ ନିଜର ଗୀତ ହେଉ ବା ନିଜର ବ୍ୟକ୍ତିଗତ ଜୀବନ ସର୍ବଦା ସୋସିଆଲ ମିଡିଆ ପେଜ୍ ରେ ଆକ୍ଟିଭ ରହିଥାନ୍ତି ଅସୀମା। ତେବେ କିଛି ସମୟ ତଳେ ଏକ ରୋମାଣ୍ଟିକ ଗୀତରେ ରିଲ୍ସ କରି ସେୟାର କରିଛନ୍ତି ଗାୟିକା ଅସୀମା ପଣ୍ଡା।

Video Thumbnail
Share
Advertisement
Read More