ଏ ବାବଦରେ ଶୀତଳ ଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଘୋଷଣା କରା ଯାଇଛି | ଏଥର ସମ୍ବଲପୁର ଶୀତଳ ଷଷ୍ଠୀ ରେ ସାତ ହଜାର ଲୋକ କଳାକାର ଙ୍କର ସମାଗମ ହେବ | ନନ୍ଦ ପଡ଼ା, ଝାଡୁଆ ପଡ଼ା, ଓ ମୋଦୀ ପଡ଼ା ତରଫରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଦେଶ ବିଦେଶ ରୁ ଲୋକ କଳାକାର ଙ୍କର ସମାଗମ ହେବ ବୋଲି ସୂଚନା ଦିଆଯାଇଛି |
More Videos
More Videos
More Videos
More Videos
More Videos