Videos

ଲୁଚିକି ବାହା ହୋଇଗଲେ କି ଯାତ୍ରା ଅଭିନେତ୍ରୀ ସ୍ମରଣିକା ? ଭାଇରାଲ୍ ହେଉଛି ବିବାହ ସମୟର ଏହି ଭିଡିଓ, ଦେଖନ୍ତୁ

Smaranika Viral Video:ଓଡିଆ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ପୂର୍ବରୁ ଓଡି଼ଆ ସିରିଏଲରେ ସେ ଅଭିନୟ କରୁଥିଲେ। ତାଙ୍କର ଚମକ୍କାର ଅଭିନୟ ଦର୍ଶକଙ୍କ ମନ କିଣେ। ହେଲେ, ଏବେ ସେ ଓଡିଆ ସିରିଏଲ୍ ଛାଡି ଯାତ୍ରା ଦୁନିଆରେ ପାଦ ଥାପିଛନ୍ତି। ଯାତ୍ରା ଧଉଳି ଗଣନାଟ୍ୟରେ ସେ ଏବେ ଜଣେ ଆଗଧାଡିରେ ନାୟିକା ଭାବେ ପରିଚିତ ହେଲେଣୀ। ତେବେ, ଏହାରି ଭିତରେ ଅଭିନେତ୍ରୀଙ୍କର ଏକ ବିବାହ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ....

Video Thumbnail
Share
Advertisement
Read More