Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଏକ କଳା ବାଛୁରୀ ବେକରେ ସାପ ଗୁଡେଇ ହୋଇ ରହିଛି । ସେଠାରେ କିଛି ବ୍ୟକ୍ତି ହୋହଲ୍ଲା କରିବା ପରେ ଧିରେ ଧିରେ ସାପଟି ବାଛୁରି ବେକରୁ ଖସି ପଡିଥିଲା ।
More Videos
More Videos
More Videos
More Videos
More Videos