Videos

Snake Attack On Dancer: ଖୁସିରେ ପୋଜ୍ ଦେଉଥିଲେ ଯୁବତୀ, କାମୁଡି ନାକକୁ କାମୁଡି ଧରିଲା ସାପ

Snake Attack On Dancer: ଏବେ ଭାଇରାଲ ହୋଇଥିବା ଭିଡିଓରେ ସାପଟି ଡ୍ୟାନ୍ସରଙ୍କ ନାକକୁ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ ସାପଟି ବିଷାକ୍ତ ନଥିଲା ଏବଂ ଡ୍ୟାନ୍ସର ଙ୍କ ନାକକୁ ଜୋର କାମୁଡି କ୍ଷତ ଚିହ୍ନ କରିଦେଇଥିବା ଜଣାପଡିଛି। କାମୁଡ଼ାର ଯନ୍ତ୍ରଣା ଓ ଆଘାତ ସତ୍ତ୍ୱେ ସେ ସାପଟିକୁ ଉଚ୍ଚତାରୁ ଫିଙ୍ଗିବା ପରିବର୍ତ୍ତେ ତଳେ ଆରାମ ସେ ରଖିଥିଲେ, ଯାହାକୁ ନେଇ ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More