Videos

Snake Viral Video: ଆମ୍ବ ପ୍ରେମୀ ସାପ, ଏପରି ଶୋଷିନେଲା ରସ, ଦେଖନ୍ତୁ ଭିଡିଓ

Snake Viral Video: ଆଜିକାଲି ସୋସିଆଲ ମିଡିଆରେ ଏକ ନିଆରା ଭିଡିଓ ଜୋରଦାର ଭାଇରାଲ ହେଉଛି। ଯେଉଁଥିରେ ଏକ ସାପ ଆମ୍ବ ଗଛରେ ଚଢ଼ି ପାଚିଲା ଆମ୍ବରୁ ରସ ଶୋଷୁଥିବାର ଦେଖାଯାଉଛି। ଏହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ସାପମାନଙ୍କୁ ସାଧାରଣତଃ ମାଂସାହାରୀ ବୋଲି ବିବେଚନା କରାଯାଏ। ଦେଖନ୍ତୁ ଏହି ଭିଡିଓ-

Video Thumbnail
Share
Advertisement
Read More