Sona Dey Viral Video: ପ୍ରସିଦ୍ଧ ୟୁ-ଟୁବର ସୋନା ଦେ ଆଜିକାଲି ସୋସିଆଲ ମିଡିଆରେ ଛାଇ ରହିଛନ୍ତି। ବର୍ତ୍ତମାନ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେଉଛି। ଏହି ଭିଡିଓରେ ସୋନା ଦେ ସମ୍ୱଲପୁରୀ ଗୀତର ତାଳେ ତାଳେ ଚମତ୍କାର ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
Dance Video: Sona Dey sets fire to Sambalpuri song video goes viral
More Videos
More Videos
More Videos
More Videos
More Videos