ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ର ଉଦଯାପନୀ ଦିବସରେ ବଲିଉଡ ସଂଗୀତ କଳାକାର ପଦ୍ମଶ୍ରୀ ସୋନୁନିଗମ୍ ର ଜଲ୍ଓ୍ବା। ଗୀତଗାଇ ଦର୍ଶକ ଙ୍କୁ ବାନ୍ଧି ରଖିଥିବା ବେଳେ ଓଡିଆ ଭଜନ ଗୀତ ''ତୋ ଆଗରେ କିଛି ଧୂପ'' ଗୀତ ବୋଲି ସମସ୍ତ ଙ୍କ ମନ ମୋହି ନେଇଥିଲା । ମଞ୍ଚ ଉପରେ ଥାଇ ଦୁଇଘଣ୍ଟା ଧରି ସୋନୁନିଗମ ଙ୍କ ଗୀତରେ କଳିଙ୍ଗ ବାଲିଯାତ୍ରା ପଡିଆ ରେ ଜନ ସମୁଦ୍ର ହୋଇ ପଡିଥିଲା ବେଳାଭୂମି। ଦର୍ଶକ ମାନେ ସୋନୁନିଗମ୍ ଙ୍କ ଗୀତରେ ମନ୍ତ୍ର ମୁଗ୍ଧ ହୋଇ ପଡିଥିବା ବେଳେ ଗୀତ ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କ ଭିଡ ଲାଗି ରହିଥିଲା।
More Videos
More Videos
More Videos
More Videos
More Videos