Mahesh Babu Video: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମର ନାମ SSMB29 ବୋଲି କୁହାଯାଉଛି, ଯାହା ପରିବର୍ତ୍ତନ ହୋଇପାରେ। ଏହି ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହେଉଛି, ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏହି ଫିଲ୍ମରେ ମୁଖ୍ୟ ଅଭିନେତା। ସବୁଠାରୁ ବଡ଼ କଥା ହେଉଛି ଫିଲ୍ମ ଓଡ଼ିଶାରେ ସୁଟିଂ ହେବ। ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦେଓମାଳିରେ ପହଞ୍ଚିଛନ୍ତି ପୂର ଟିମ୍...
More Videos
More Videos
More Videos
More Videos
More Videos